ଆବଶ୍ୟକ ସାମଗ୍ରୀ :
- ପାଳଙ୍ଗ ଶାଗ
- କଟା ପିଆଜ
- ଅଦା ରସୁଣ ପେଷ୍ଟ
- ଲାଲ ଲଙ୍କା ପାଉଡର
- ଗରମ ମସଲା
- ହଳଦୀ ପାଉଡର
- ସିଝା ଆଳୁ
- ସୋରିଷ ତେଲ
- ଲୁଣ
ପ୍ରସ୍ତୁତି ପ୍ରଣାଳୀ :
ସର୍ବ ପ୍ରଥମେ ପିଆଜ ଓ ଅଦା-ରସୁଣ ପେଷ୍ଟ କରନ୍ତୁ ।ପାଳଙ୍ଗକୁ ସିଝାଇ ଦିଅନ୍ତୁ ।ଏହା ଥଣ୍ଡା ହୋଇଗଲେ ମସଲାଯୁକ୍ତ ସିଝା ଆଳୁ ଓ ବେସନ ମିଶାନ୍ତୁ ।ମିଶ୍ରଣରେ ଲୁଣ, ମସଲା, ପିଆଜ, ଅଦା-ରସୁଣ ପେଷ୍ଟ ପକାଇ ମିକ୍ସ କରନ୍ତୁ ।ଏହି ମିଶ୍ରଣରେ ଲେମ୍ବୁ ରସ ମଧ୍ୟ ମିଶାନ୍ତୁ ।ଏବେ ଏହାକୁ ଟିକ୍କୀ ବନାଇ ଫ୍ରାଏ କରନ୍ତୁ ।ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଳଙ୍ଗ –ଆଳୁ ଟିକ୍କୀ