ମହିଳା IPL ନିଲାମୀ

Share this :

ମୁମ୍ବାଇ : ଆରମ୍ଭ ହୋଇଛି ମହିଳା ଆଇପିଏଲ କ୍ରିକେଟ ପାଇଁ ଖେଳାଳି ନିଲାମ । ପ୍ରଥମ ସେଟରେ ୭ ଜଣ ଖେଳାଳିଙ୍କୁ ନିଲାମ କରାଯାଇଛି । ଭାରତୀୟ ଓପନର ସ୍ମୃତି ମନ୍ଧାନାଙ୍କୁ ଆରସିବି ୩.୮୦ କୋଟି ଟଙ୍କାରେ କିଣିଥିବା ବେଳେ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ୧.୮୦ କୋଟି ଟଙ୍କାରେ କିଣିଛି । ସୋଫି ଡିଭାଇନଙ୍କୁ ଆରସିବି ୫୦ ଲକ୍ଷ ଟଙ୍କାରେ, ଆସଲେ ଗାଡନରଙ୍କୁ ଗୁଜରାଟ ୩.୨ କୋଟି ଟଙ୍କା ଓ ସୋଫି ଏକଲେଷ୍ଟୋନଙ୍କୁ ୟୁପି ଓ୍ବାରିଅର୍ସ ୧.୮ କୋଟିରେ କିଣିଛି । Womens Premier League Players Bidding WPL 2023 Auction Date Format Money Purse | WPL 2023 Auction: फरवरी के दूसरे हफ्ते में खिलाड़ियों पर लगेगी बोली! दिल्ली में होगा नीलामी का आयोजन ...

ସେହିପରି ୨ୟ ସେଟରେ ଦିପ୍ତି ଶର୍ମାଙ୍କୁ ୟୁପି ଓ୍ବାରିଅର୍ସ ୨.୬ କୋଟିରେ, ନାଟ୍ ସିଭର ବ୍ରଣ୍ଟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩.୨ କୋଟି ଟଙ୍କାର କିଣିଛି । ରେଣୁକା ସିଂଙ୍କୁ ୧.୫ କୋଟି ଟଙ୍କାରେ ଆରସିବି ବେଥ୍ ମୁନିଙ୍କୁ ୨ କୋଟି ଟଙ୍କାରେ ଗୁଜରାଟ କିଣିଛି ।

ମହିଳା ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲର ପ୍ରଥମ ସିଜନରେ ମୋଟ ୫ଟି ଦଳ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ନାମ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଆରସିବି, ଗୁଜରାଟ ଜାଏଣ୍ଟସ୍ ଏବଂ ୟୁପି ୱାରିୟର୍ସ। ଏହି ନିଲାମରେ ଥିବା ୪୦୯ ଜଣ ଖେଳାଳିଙ୍କ ତାଲିକାରୁ ୯୦ଟି ସ୍ଥାନ ନିଲାମ ହେଉଛି।

Share this :

Leave a Reply

Your email address will not be published. Required fields are marked *